or_tn/1jn/04/15.md

16 lines
1.7 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

# Whoever confesses that Jesus is the Son of God
ଯେ କେହି ଯୀଶୁଙ୍କ ବିଷୟରେ ସତ୍ୟ କଥା କୁହନ୍ତି, ଯେ ସେ ଈଶ୍ବରଙ୍କ ପୁତ୍ର ଅଟନ୍ତି
# Son of God
ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବରଙ୍କ ସହିତ ତାହାଙ୍କ ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: [[rc://*/ta/man/translate/guidelines-sonofgodprinciples]])
# God remains in him and he in God
ଯେକୌଣସି ବ୍ୟକ୍ତି ସହିତ ଲାଗି ରହିବା ଅର୍ଥ ତାହାଙ୍କ ସହିତ ସହଭାଗିତାରେ ରହିବା । ଦେଖ “ଈଶ୍ବରଙ୍କ ସହିତ ରହିବା” [୧ଯୋହନ୨:୬] (..//୦୬.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ସହିତ ସହଭାଗିତାରେ ରହିବେ” କିମ୍ବା “ଈଶ୍ବର ତାହାଙ୍କ ସହିତ ସଂଯୁକ୍ତ ହୁଅନ୍ତି ଏବଂ ସେ ଈଶ୍ବରଙ୍କ ସହିତ ସଂଯୁକ୍ତ ହୁଅନ୍ତି” (ଦେଖ: [[rc://*/ta/man/translate/figs-metaphor]])
# and he in God
“ଲାଗି ରହିବା” ଶବ୍ଦ ପୁର୍ବ ବାକ୍ୟାଂଶରୁ ବୁଝା ପଡୁଛି । ଅନ୍ୟ ଏକ ଅନୁବାଦରେ: “ଏବଂ ସେ ଈଶ୍ବରଙ୍କଠାରେ ରୁହନ୍ତି” (ଦେଖ: ଶବ୍ଦର ବିଲୋପ)