or_tn/1jn/04/14.md

8 lines
889 B
Markdown

# Also, we have seen and have borne witness that the Father has sent the Son to be the Savior of the world
ଏବଂ ଆମ୍ଭେ ପ୍ରେରିତମାନେ ଈଶ୍ବରଙ୍କ ପୁତ୍ରଙ୍କୁ ଦେଖିଅଛୁ ଏବଂ ସମସ୍ତକୁ କୁହୁଅଛୁ ଯେ ପିତା ଈଶ୍ବର ଏହି ଜଗତରେ ଲୋକମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଆପଣା ପୁତ୍ରଙ୍କୁ ପ୍ରେରଣ କରିଛନ୍ତି
# Father ... Son
ଏହି ସମସ୍ତ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟନ୍ତି ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: [[rc://*/ta/man/translate/guidelines-sonofgodprinciples]])