or_tn/1jn/04/13.md

2.3 KiB
Raw Permalink Blame History

we remain in him and he in us

ଯେକୌଣସି ବ୍ୟକ୍ତିଙ୍କ ସହିତ ଲାଗି ରହିବାର ଅର୍ଥ ତାହାଙ୍କ ସହିତ ସହଭାଗିତାରେ ରହିବା । ଦେଖ[୧ଯୋହନ୨:୬] (..//୦୬.md)ରେ “ଈଶ୍ବରଙ୍କଠାରେ ରହିବା”କୁ ତୁମେମାନେ କିପରି ଅନୁବାଦ କରିଅଛ. ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ସହିତ ସହଭାଗିତାରେ ରହିବେ” ଏବଂ “ଈଶ୍ବର ଆମ୍ଭମାନଙ୍କ ସହିତ ମିଳିତ ହୋଇ ରହିବେ” (ଦେଖ: rc://*/ta/man/translate/figs-metaphor)

and he in us

“ଲାଗି ରହିବା” ଶବ୍ଦ ପୁର୍ବ ବାକ୍ୟାଂଶରୁ ବୁଝା ପଡୁଛି । ଅନ୍ୟ ଏକ ଅନୁବାଦରେ: “ଏବଂ ସେ ଆମ୍ଭମାନଙ୍କ ସହିତ ରହିବେ” (ଦେଖ: rc://*/ta/man/translate/figs-ellipsis)

By this we know ... us, because he has given

ତୁମ୍ଭମାନଙ୍କ ଅନୁବାଦ ସ୍ପଷ୍ଟ ହୋଇପାରିବ ଯଦି ତୁମେ “ଏହା ଦ୍ବାରା” କିମ୍ବା “କାରଣ” ଶଦ୍ଦକୁ ଦୂର କରିବ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ଜାଣୁ .... ଆମ୍ଭମାନଙ୍କ ସକାଶେ ସେ ଦେଲେ” କିମ୍ବା “ଏହା ଦ୍ବାରା ଆମ୍ଭେମାନେ ଜାଣୁ ... ଆମ୍ଭମାନଙ୍କ ସକାଶେ ସେ ଦେଲେ”

because he has given us some of his Spirit

କାରଣ ସେ ଆମ୍ଭମାନଙ୍କୁ ଆପଣା ଆତ୍ମା ଦେଇଛନ୍ତି କିମ୍ବା “କାରଣ ସେ ଆପଣା ପବିତ୍ର ଆତ୍ମା ଆମ୍ଭମାନଙ୍କଠାରେ ସ୍ଥାପନ କରିଛନ୍ତି ।” ଏହି ବାକ୍ୟାଂଶ, ଯାହା ହେଉ, ଆକ୍ଷେପ କରେ ନାହିଁ ଯାହା ଈଶ୍ବରଙ୍କ ଆମ୍ଭମାନଙ୍କୁ କିଛି ଦେବା ପରେ ତାହାଙ୍କ ଆତ୍ମା କ୍ଷିଣ ହୋଇଛି ।