or_tn/1jn/04/09.md

1.4 KiB

Because of this ... among us, that God has sent his only Son

ଏହି କାରଣରୁ ... ଆମ୍ଭମାନଙ୍କ ମଧ୍ୟରେ: ଈଶ୍ବର ଆପଣା ଅଦ୍ବିତୀୟ ପୁତ୍ରଙ୍କୁ ପ୍ରେରଣ କଲେ । ଏହି ବାକ୍ୟାଂଶ “ଏହି କାରଣରୁ” ଅନ୍ୟ ଏକ ବାକ୍ୟାଂଶ “ଈଶ୍ବର ଆପଣା ଅଦ୍ବିତୀୟ ପୁତ୍ରଙ୍କୁ ପ୍ରେରଣ କଲେ” ଅର୍ଥକୁ ଉଲ୍ଲେଖ କରେ ।

the love of God was revealed among us

“ପ୍ରେମ” ବିଶେଷ୍ୟକୁ ଏକ କ୍ରିୟା ରୂପରେ ଅନୁବାଦ କରାଯାଇପାରିବ । ଏହି ବାକ୍ୟାଂଶ ସକ୍ରିୟ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ପ୍ରକାଶ କଲେ ଯେ ସେ ଆମ୍ଭମାନଙ୍କୁ ପ୍ରେମ କରନ୍ତି” (ଦେଖ: [[rc:///ta/man/translate/figs-abstractnouns]] ଏବଂ [[rc:///ta/man/translate/figs-activepassive]])

so that we would live because of him

ଯୀଶୁ ଯାହା କରି ଅଛନ୍ତି ସେହି କାରଣରୁ ଆମ୍ଭମାନଙ୍କୁ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ କରିବା ନିମନ୍ତେ ସକ୍ଷମ ଅଟନ୍ତି