or_tn/1jn/04/08.md

4 lines
754 B
Markdown

# The person who does not love does not know God, for God is love
ବାକ୍ୟାଂଶ “ଈଶ୍ବର ପ୍ରେମ ଅଟନ୍ତି” ଏକ ରୂପକ ଅଟେ ଯାହାର ଅର୍ଥ “ଈଶ୍ବରଙ୍କ ସ୍ବଭାବ ପ୍ରେମ ଅଟେ ।” ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ସେମାନଙ୍କ ସହ ବିଶ୍ବାସୀମାନଙ୍କୁ ପ୍ରେମ କରନ୍ତି ନାହିଁ ସେମାନେ ଈଶ୍ବରଙ୍କୁ ଜାଣନ୍ତି ନାହିଁ କାରଣ ଈଶ୍ବରଙ୍କ ସ୍ବଭାବ ଲୋକମାନଙ୍କୁ ପ୍ରେମ କରିବା” (ଦେଖ: [[rc://*/ta/man/translate/figs-metaphor]])