or_tn/1jn/03/23.md

912 B

This is his commandment: that we should believe ... just as he gave us this commandment

ଭାବନାତ୍ମକ କ୍ରିୟା “ଅଜ୍ଞା” “ଆଦେଶ” ସ୍ବରୂପ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କୁ ଅଜ୍ଞା ପାଳନ କରିବା ନିମନ୍ତେ ଆଜ୍ଞା ଦେଇଅଛନ୍ତି: ବିଶ୍ବାସ କର ... ଯେପରି ସେ ଆମ୍ଭମାନଙ୍କୁ କରିବାକୁ ଆଜ୍ଞା ଦେଇଅଛନ୍ତି” (ଦେଖ: rc://*/ta/man/translate/figs-abstractnouns)

Son

ଏହା ଈଶ୍ବର ପୁତ୍ର, ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ । (See: rc://*/ta/man/translate/guidelines-sonofgodprinciples)