or_tn/1jn/03/20.md

8 lines
1.8 KiB
Markdown

# if our hearts condemn us
ଏଠାରେ “ହୃଦୟ” ଲୋକମାନଙ୍କ ଭାବନା କିମ୍ବା ଜ୍ଞାନ ନିମନ୍ତେ ଏକ ଲକ୍ଷଣ ସୂଚକ ଅଟେ । ଏଠାରେ “ହୃଦୟ ଅମ୍ଭମାନଙ୍କୁ ନିନ୍ଦା କରେ” ଦୋଶୀ ଅନୁଭବ କରିବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଯଦି ଆମ୍ଭେମାନେ ଜାଣୁ ଯେ ଆମ୍ଭେମାନେ ପାପ କରିଅଛୁ ଏବଂ ପରିଣାମସ୍ବରୂପ ଦୋଷୀ ଅନୁଭବ କରୁଛୁ” (ଦେଖ: [[rc://*/ta/man/translate/figs-metonymy]] ଏବଂ [[rc://*/ta/man/translate/figs-metaphor]])
# God is greater than our hearts
ଏଠାରେ “ହୃଦୟ” ଲୋକମାନଙ୍କ ବିବେଚନା କିମ୍ବା ଜ୍ଞାନ ନିମନ୍ତେ ଏକ ଲକ୍ଷଣ ସୂଚକ ଶଦ୍ଦ ଅଟେ । ଈଶ୍ବର “ଆମ୍ଭମାନଙ୍କ ହୃଦୟ ଅପେକ୍ଷା ମହାନ”ର ଅର୍ଥ ଯାହା ଜଣେ ବ୍ୟକ୍ତି ଅପେକ୍ଷା ଈଶ୍ବର ଅଧିକ ଜାଣନ୍ତି । ସେଥିନିମନ୍ତେ ସେ ଜଣେ ବ୍ୟକ୍ତି ତୁଳନାରେ ଅଧିକ ଉତ୍ତମତାରେ ବିଚାର କରିପାରିବେ । ଏହି ସତ୍ୟତାର ପ୍ରଭାବ ସମ୍ଭବତଃ ଏହା ଅଟେ ଯାହା ଈଶ୍ବର ଆମମାନଙ୍କ ଦୟା ଅପେକ୍ଷା ଅଧିକ ଦୟାଳୁ ଅଟନ୍ତି । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ଅପେକ୍ଷା ଅଧିକ ଜାଣନ୍ତି” (ଦେଖ: [[rc://*/ta/man/translate/figs-metonymy]])