or_tn/1jn/03/18.md

1.7 KiB
Raw Permalink Blame History

My dear children

ଯୋହନ ଜଣେ ପ୍ରାଚୀନ ଏବଂ ସେମାନଙ୍କ ଅଧକ୍ଷ ଥିଲେ । ସେ ସେମାନଙ୍କ ପ୍ରତି ଆପଣା ପ୍ରେମ ଦେଖାଇବାକୁ ଏହି ଅଭିବ୍ୟକ୍ତକୁ ବ୍ୟବହାର କଲେ । ଦେଖ [୧ ଯୋହନ :୧] (..//୦୧.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” କିମ୍ବା “ତୁମେ ମୋର ସନ୍ତାନମାନଙ୍କ ସଦୃଶ ପ୍ରିୟ ଅଟ” (ଦେଖ: rc://*/ta/man/translate/figs-metaphor)

let us not love in word nor in tongue, but in actions and truth

ବାକ୍ୟାଂଶ ଖଣ୍ଡ “ବାକ୍ୟରେ” ଏବଂ “ଜିହ୍ବାରେ” ଉଭୟ ଜଣେ ବ୍ୟକ୍ତି ଯାହା କହେ ସେହି ବିଷୟକୁ ଦର୍ଶାଏ । “ପ୍ରେମ” ଶବ୍ଦ ବାକ୍ୟର ଦିତ୍ବୀୟ ଭାଗରେ ବୁଝାଯାଏ । ଅନ୍ୟ ଏକ ଅନୁବାଦରେ: “କେବଳ କୁହ ନାହିଁ ଯେ ତୁମେ ଲୋକମାନଙ୍କୁ ପ୍ରେମ କରୁଅଛ, କିନ୍ତୁ ଦେଖାଅ ଯେ ତୁମେ ସେମାନଙ୍କୁ ସାହାଯ୍ୟ କରିବା ଦ୍ବାରା ଲୋକମାନଙ୍କୁ ପ୍ରେମ କରୁଅଛ” (ଦେଖ: [[rc:///ta/man/translate/figs-doublet]] ଏବଂ [[rc:///ta/man/translate/figs-metonymy]] ଏବଂ rc://*/ta/man/translate/figs-ellipsis)