or_tn/1jn/03/15.md

2.1 KiB

Anyone who hates his brother is a murderer

ଯୋହନ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହନ୍ତି ଯେ ଅନ୍ୟ ବିଶ୍ବାସୀମାନଙ୍କୁ ଘୃଣା କରେ ଯେପରି ସେ ଜଣେ ହତ୍ୟାକାରୀ ଥିଲା । ଯେହେତୁ ଲୋକମାନେ ହତ୍ୟା କରନ୍ତି କାରଣ ସେମାନେ ଅନ୍ୟମାନଙ୍କୁ ଘୃଣା କରନ୍ତି । ଈଶ୍ବର ଯେକୌଣସି ବ୍ୟକ୍ତିକୁ ଦୋଶୀ ହେବା ନିମନ୍ତେ ଘୃଣା କରନ୍ତି ଯେଉମାନେ ଜଣେ ବ୍ୟକ୍ତିକୁ ହତ୍ୟା କରନ୍ତି । ଅନ୍ୟ ଏକ ଅନୁବାଦରେ: “ଯେକେହି ଅନ୍ୟ ବିଶ୍ବାସୀକୁ ଘୃଣା କରେ ସେ ହତ୍ୟା କରିଥିବା ବ୍ୟକ୍ତି ସଦୃଶ ଦୋଷୀ ହୁଏ” (ଦେଖ: rc://*/ta/man/translate/figs-metaphor)

no murderer has eternal life residing in him

ଅନନ୍ତ ଜୀବନ ଏପରି ଏକ ବିଷୟ ଯାହା ଈର୍ଶ୍ବର ବିଶ୍ବାସୀମାନଙ୍କ ମୃତୁ ପରେ ଦିଅନ୍ତି, କିନ୍ତୁ ଏହା ମଧ୍ୟ ଏହି ଜୀବନରେ ସେମାନଙ୍କୁ ପାପରୁ ଟ୍ୟାଗ କରିବା ନିମନ୍ତେ ସେମାନଙ୍କ ସାହାଯ୍ୟକାରୀ ଈଶ୍ବର ଦତ୍ତ ଏକ ଶକ୍ତି ଅଟେ ଯାହା ତାହାଙ୍କୁ ସନ୍ତୁଷ୍ଟ କରେ । ଏଠାରେ ଅନନ୍ତ ଜୀବନର ବିଷୟରେ ଏପରି କୁହାଯାଇଛି ଯେପରି ଜଣେ ବ୍ୟକ୍ତି ଯେ ଯାହା ଅନ୍ୟ କାହାଠାରେ ବାସ କରିପାରେ । ଅନ୍ୟ ଏକ ଅନୁବାଦରେ: “ଜଣେ ହତ୍ୟାକାରୀ ନିକଟରେ ଆତ୍ମିକ ଜୀବନର ଶକ୍ତି ନଥାଏ” (ଦେଖ: rc://*/ta/man/translate/figs-personification)