or_tn/1jn/03/13.md

845 B

my brothers

ମୋର ସହ ବିଶ୍ବାସୀମାନେ । ଯୋହନଙ୍କ ପାଠକମାନେ ଉଭୟ ପୁରୁଷ ଏବଂ ମହିଳା ଥିଲେ ।

if the world hates you

ଏଠାରେ “ଜଗତ” ଶବ୍ଦ ସେହି ଲୋକମାନଙ୍କୁ ସୂଚିତ କରେ ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ କରନ୍ତି ନାହିଁ । ଅନ୍ୟ ଏକ ଅନୁବାଦରେ: “ଯଦି ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ କରନ୍ତି ନାହିଁ ସେମାନଙ୍କୁ ତୁମ୍ଭମାନେ ଘୃଣା କରନ୍ତି ଯେଉଁମାନେ ଈଶ୍ବରଙ୍କୁ ସମ୍ମାନ କରନ୍ତି” (ଦେଖ: rc://*/ta/man/translate/figs-metonymy)