or_tn/1jn/03/12.md

1.5 KiB

We should not be like Cain

କୟିନ ଯେପରି କରିଥିଲେ ସେହିପରି ଆମ୍ଭମାନେ କରିବା ଉଚିତ୍ ନୁହେଁ

brother

ଏହା କୟିନଙ୍କ ସାନ ଭାଇ ହେବଲଙ୍କୁ ସୂଚିତ କରେ ।

Why did he kill him? Because

ଯୋହନ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ପ୍ରଶ୍ନ ବ୍ୟବହାର କରନ୍ତି । ଏହା ଏକ ବକ୍ତବ୍ୟ ସ୍ବରୂପ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସେ ତାହାକୁ ବଧ କଲେ” (ଦେଖ: rc://*/ta/man/translate/figs-rquestion)

his works were evil and his brother's righteous

“କାର୍ଯ୍ୟଗୁଡିକ ଥିଲା” ଏହି ଶଦ୍ଦସମୁହ ବାକ୍ୟାଂଶର ଦ୍ବିତୀୟ ଭାଗରୁ ବୁଝା ଯାଉଛି । ଅନ୍ୟ ଏକ ଅନୁବାଦରେ: “କୟିନଙ୍କର କାର୍ଯ୍ୟ ଗୁଡିକ ମନ୍ଦ ଥିଲା ଏବଂ ତାହାଙ୍କ ଭାଇର କାର୍ଯ୍ୟ ଗୁଡିକ ଧାର୍ମିକ ଥିଲା” କିମ୍ବା “କୟିନ ମନ୍ଦ କାର୍ଯ୍ୟ କଲା ଏବଂ ତାହାର ଭାଇ ଯାହା ଠିକ ତାହା କଲା” (ଦେଖ: rc://*/ta/man/translate/figs-ellipsis)