or_tn/1jn/03/10.md

1.8 KiB

In this the children of God and children of the devil are revealed

ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ: ଅନ୍ୟ ଏକ ଅନୁବାଦରେ: “ଏହି ପ୍ରକାରେ ଆମ୍ଭେମାନେ ଈଶ୍ବରଙ୍କ ସନ୍ତାନ ଏବଂ ଶୟତାନର ସନ୍ତାନମାନେ ବୋଲି ଜାଣି ପାରିବା” (ଦେଖ: rc://*/ta/man/translate/figs-activepassive)

Whoever does not do what is righteous is not from God, neither is the one who does not love his brother

“ଈଶ୍ବରଙ୍କଠାରୁ” ଶବ୍ଦ ବାକ୍ୟର ଦ୍ବିତୀୟ ଭାଗରୁ ବୁଝାଯାଉଛି । ଏହାକୁ ସକାରାତ୍ମକ ରୂପରେ କୁହାଯାଇପାରିବ. ଅନ୍ୟ ଏକ ଅନୁବାଦରେ: “ଯେକେହି ଧାର୍ମିକତା କର୍ମ କରେନାହିଁ ସେ ଈଶ୍ବରଙ୍କଠାରୁ ନୁହେଁ; ଯେକେହି ଆପଣା ଭାଇକୁ ପ୍ରେମ କରେ ନାହିଁ ସେ ମଧ୍ୟ ଈଶ୍ବରଙ୍କଠାରୁ ନୁହେଁ” କିମ୍ବା “ଯେଉଁମାନେ ଧାର୍ମିକ କାର୍ଯ୍ୟ କରନ୍ତି ସେମାନେ ଈଶ୍ବରଙ୍କଠାରୁ, ଏବଂ ଯେଉଁମାନେ ସେମାନଙ୍କର ଭାଇମାନଙ୍କୁ ପ୍ରେମ କରନ୍ତି ସେମାନେ ଈଶ୍ବରଙ୍କଠାରୁ ଅଟନ୍ତି” (ଦେଖ: [[rc:///ta/man/translate/figs-doublenegatives]] ଏବଂ [[rc:///ta/man/translate/figs-ellipsis]])

his brother

ଏଠାରେ “ଭ୍ରାତା” ଅର୍ଥ ସହ-ଖ୍ରୀଷ୍ଟ ବିଶ୍ବାସୀମାନେ ।