or_tn/1jn/03/09.md

1.9 KiB

Connecting Statement:

କାରଣ ଯୋହନ ନୂତନ ଜନ୍ମ ଏବଂ ନୂତନ ସ୍ବଭାବରେ ଏହି ବିଭାଗ ସମାପ୍ତ କରନ୍ତି ଯାହାକି ପାପ କରିପାରେ ନାହିଁ ।

Whoever has been born from God

ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ: ଅନ୍ୟ ଏକ ଅନୁବାଦରେ: “ଯେଉଁମାନଙ୍କୁ ଈଶ୍ବର ତାହାଙ୍କ ସନ୍ତାନ କରିଛନ୍ତି” (ଦେଖ: rc://*/ta/man/translate/figs-activepassive)

God's seed

ଏହା ପବିତ୍ର ଆତ୍ମାଙ୍କ ବିଷୟରେ କହେ, ଯାହାଙ୍କୁ ଈଶ୍ବର ବିଶ୍ବାସୀମାନଙ୍କୁ ଦିଅନ୍ତି ଏବଂ ଯେ ସେମାନଙ୍କୁ ପାପକୁ ପ୍ରତିରୋଧ କରିବା ନିମନ୍ତେ କ୍ଷମତା ଦିଅନ୍ତି ଏବଂ ଯାହା ଈଶ୍ବରଙ୍କୁ ସନ୍ତୁଷ୍ଟ କରେ ଯେପରି ସେ ଏକ ଶାରୀରିକ ବିଜ ଥିଲେ ଯାହା ଜଗତରେ ରୋପିତ ହୋଇଛି ଏବଂ ବୃଦ୍ଧି ହେଉଛି । ଏହା କେତେକ ସମୟରେ ନୂତନ ସ୍ବଭାବକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ପବିତ୍ର ଆତ୍ମା” (ଦେଖ: rc://*/ta/man/translate/figs-metaphor)

he has been born of God

ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ: ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତାହାଙ୍କୁ ନୂତନ ଆତ୍ମିକ ଜୀବନ ପ୍ରଦାନ କରିଛନ୍ତି” କିମ୍ବା “ସେ ଈଶ୍ବରଙ୍କ ସନ୍ତାନ ଅଟନ୍ତି” (ଦେଖ: rc://*/ta/man/translate/figs-activepassive)