or_tn/1jn/02/27.md

2.6 KiB
Raw Permalink Blame History

Connecting Statement:

୨୯ ପଦରେ ଆରମ୍ଭ କରି, ଯୋହନ ଈଶ୍ବରଙ୍କ ପରିବାରରେ ଜାତ ହେବା ବିଷୟରେ ସୂଚନା ଦିଅନ୍ତି । ପୁର୍ବ ପଦଗୁଡିକ ଦର୍ଶାଏ ଯେ ବିଶ୍ବାସୀମାନେ ପାପରେ ଲିପ୍ତ ଥିଲେ; ଏହି ଭାଗ ପ୍ରକାଶ କରେ ଯେ ବିଶ୍ବାସୀମାନଙ୍କର ମଧ୍ୟ ନୂତନ ସ୍ବଭାବ ଅଛି, ଯାହା ପାପ କରିପାରେ ନାହିଁ । ଏହା ଆହୁରି ପ୍ରକାଶ କରେ ଯେ ବିଶ୍ବାସୀମାନେ ପରସ୍ପରକୁ କେମିତି ଚିହ୍ନିପାରିବେ ।

As for you

ଏହା ଯୋହନଙ୍କ ବକ୍ତବ୍ୟରେ ଯେଉଁମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଅଛନ୍ତି ସେମାନଙ୍କୁ ଅନୁକରଣ କରିବା ବଦଳରେ କିପରି ଯୀଶୁଙ୍କ ଅନୁକରଣକାରୀ ହୋଇ ଜୀବନ ଅତିବାହିତ ସେ ବିଷୟରେ ଚିହ୍ନିତ କରେ ।

the anointing

ଏହା “ଈଶ୍ବରଙ୍କ “ଆତ୍ମା” କୁ ଦର୍ଶାଏ ।“ [୧ ଯୋହନ :] (..//.md) ରେ “ଅଭିଷେକ” ବିଷୟରେ ଟିପ୍ପଣୀକୁ ଦେଖ ।

as his anointing teaches you everything

ଏଠାରେ “ସମସ୍ତ ବିଷୟ” ଶବ୍ଦ ଏକ ସାଧାରଣ ଭାବକୁ ପ୍ରକାଶ କରେ । ଅନ୍ୟ ଏକ ଅନୁବାଦରେ: “କାରଣ ତାହାଙ୍କ ଅଭିଷେକ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦିଏ ଯାହା ତୁମ୍ଭମାନଙ୍କର ଜାଣିବା ଆବଶ୍ୟକ ରହିଛି” (ଦେଖ: rc://*/ta/man/translate/figs-hyperbole)

remain in him

ଜଣେ ବ୍ୟକ୍ତିଙ୍କ ସହିତ ରହିବାର ଅର୍ଥ ତାହାଙ୍କସହଭାଗିତାରେ ଲାଗି ରହିବା । ଦେଖ [୧ ଯୋହନ :୬] (..//୦୬.md) ରେ “ଈଶ୍ବରଙ୍କଠାରେ ରହିବା” ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ସହଭାଗିତାରେ ଲାଗି ରୁହ” କିମ୍ବା “ତାହାଙ୍କ ସହିତ ସଂଯୁକ୍ତ ହୁଅ” (ଦେଖ: rc://*/ta/man/translate/figs-metaphor)