or_tn/1jn/02/20.md

16 lines
1.9 KiB
Markdown

# General Information:
ପୁରାତନ ବାଇବଲରେ “ଅଭିଷେକ” ଶବ୍ଦ ଈଶ୍ବରଙ୍କୁ ସେବା କରିବା ନିମନ୍ତେ ମନୋନିତ କରାଯାଇଥିବା ଜଣେ ବ୍ୟକ୍ତିଙ୍କ ଉପରେ ତୈଳ ଢାଳି ଅଭିଷେକ କରାଯିବା ବିଷୟକୁ ଦର୍ଶାଇଲା ।
# But you have an anointing from the Holy One
ଯୋହନ ପବିତ୍ର ଆତ୍ମାଙ୍କ ବିଷୟରେ ଏପରି କହନ୍ତି ଯେପରି ସେ “ଅଭିଶିକ୍ତ” ଥିଲେ ଯାହାକି ଲୋକମାନେ ଯୀଶୁଙ୍କଠାରୁ ଗ୍ରହଣ କରୁଥିଲେ । ଭାବନାତ୍ମକ କ୍ରିୟା “ଅଭିଷେକ” ଏକ ମୌଖିକ ବାକ୍ୟରେ ଅନୁବାଦ କରାଯାଇ ପାରେ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ପବିତ୍ର ବ୍ୟକ୍ତି ତୁମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି” କିମ୍ବା “କିନ୍ତୁ ଯୀଶୁ ଖ୍ରୀଷ୍ଟ, ପବିତ୍ର ଈଶ୍ବର, ତୁମ୍ଭମାନଙ୍କୁ ତାହାଙ୍କ ଆତ୍ମା ଦେଇଅଛନ୍ତି” (ଦେଖ: [[rc://*/ta/man/translate/figs-metaphor]])
# the Holy One
ଏହା ଯୀଶୁଙ୍କୁ ଦର୍ଶାଏ । ଅନ୍ୟ ଏକ ଅନୁବାଦରେ: “ଯୀଶୁ, ପବିତ୍ର ଅଟନ୍ତି” (ଦେଖ: [[rc://*/ta/man/translate/figs-explicit]])
# the truth
ଭାବନାତ୍ମକ କ୍ରିୟା “ସତ୍ୟ” ଏକ ବିଶେଷଣ ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସତ୍ୟ କ’ଣ ଅଟେ” (ଦେଖ: [[rc://*/ta/man/translate/figs-abstractnouns]])