or_tn/1jn/02/19.md

12 lines
1002 B
Markdown

# They went out from us
ସେମାନେ ଆମ୍ଭମାନଙ୍କୁ ପରିତ୍ୟାଗ କଲେ
# but they were not from us
କିନ୍ତୁ ସେମାନେ କୌଣସି ପ୍ରକାରେ ଆମ୍ଭମାନଙ୍କ ସହିତ ନଥିଲେ କିମ୍ବା “କିନ୍ତୁ ସେମାନେ ବାସ୍ତବରେ ପ୍ରଥମରୁ ଆମ୍ଭମାନଙ୍କ ଦଳର ନଥିଲେ ।” ଏହି କାରଣରୁ ସେମାନେ ସେହି ଦଳର ସଦସ୍ୟ ନଥିଲେ ଅର୍ଥାତ ସେମାନେ ଯୀଶୁଙ୍କ ବିଶ୍ବାସୀ ନଥିଲେ ।
# For if they had been from us they would have remained with us
ଏହା ଆମ୍ଭେମାନେ ଜାଣୁ କାରଣ ସେମାନେ ଆମମାନଙ୍କୁ ପରିତ୍ୟାଗ କରି ନଥାନ୍ତେ ଯଦି ସେମାନେ ପ୍ରକୃତରେ ବିଶ୍ବାସୀ ହୋଇଥାଆନ୍ତେ