or_tn/1jn/02/10.md

812 B

there is no occasion for stumbling in him

ଅନ୍ୟ କୌଣସି ତାହାର ଝୁଣ୍ଟିବାର କାରଣ ହେବ ନାହିଁ । “ଝୁଣ୍ଟିବା” ଶବ୍ଦ ଏକ ରୂପକ ଅଟେ ଯାହାର ଅର୍ଥ ଆତ୍ମିକ ଓ ନୌତିକତା ଜୀବନରେ ଅସଫଳ ହେବା । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ନିମନ୍ତେ କୌଣସି ବିଷୟ ପାପ କରିବାର କାରଣ ହେବ ନାହିଁ” କିମ୍ବା “ତାହାଙ୍କର କୌଣସି ବିଷୟ ଯାହା ଈଶ୍ବରଙ୍କୁ ସନ୍ତୁଷ୍ଟ କରିବାରେ ବିଫଳ ହେବ ନାହିଁ” (ଦେଖ: rc://*/ta/man/translate/figs-metaphor)