or_tn/1jn/02/09.md

1.2 KiB

General Information:

ଏଠାରେ “ଭ୍ରାତା” ଶବ୍ଦ ଜଣେ ସହ-ଖ୍ରୀଷ୍ଟିୟାନ ବିଶ୍ବାସୀକୁ ସୂଚିତ କରେ ।

The one who says

କେହିଜଣେ ଯେ କହନ୍ତି କିମ୍ବା “କେହି ଜଣେ ଯେ ଦାବି କରେ.” ଏହା କୌଣସି ଏକ ନିର୍ଦ୍ଧିଷ୍ଟ ବ୍ୟକ୍ତିକୁ ସୂଚିତ ନାହିଁ ।

he is in the light

ଏଠାରେ “ଆଲୋକରେ” ରହିବା ଯାହା ଉପଯୁକ୍ତ ଅଟେ ତାହା କରିବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଯାହା ଉତ୍ତମ ସେ ତାହା କରନ୍ତି” (ଦେଖ: rc://*/ta/man/translate/figs-metaphor)

is in the darkness

ଏଠାରେ “ଅନ୍ଧକାରରେ” ରହିବା ଏକ ରୂପକ ଅଟେ ଯାହା ମନ୍ଦ ତାହା କରିବା ଅର୍ଥକୁ ପ୍ରକାଶ କରେ। ଅନ୍ୟ ଏକ ଅନୁବାଦରେ: “ଯାହା ମନ୍ଦ ସେ ତାହା କରନ୍ତି” (ଦେଖ: rc://*/ta/man/translate/figs-metaphor)