or_tn/1jn/02/04.md

1019 B

The one who says

ଯଦି କେହି କହନ୍ତି ବା “ଯେଉଁ ବ୍ୟକ୍ତି ଜଣଙ୍କ କହେ”

I know God

ଈଶ୍ବରଙ୍କ ସହିତ ମୋହର ଉତ୍ତମ ବନ୍ଧୁତ୍ବ ରହିଅଛି

does not keep

ଅଜ୍ଞା ପାଳନ କରେ ନାହିଁ କିମ୍ବା “ଅବଜ୍ଞା କରେ”

his commandments

ଈଶ୍ବର ତାହାକୁ ଯାହା ପାଳନ କରିବା ନିମନ୍ତେ କହନ୍ତି

the truth is not in him

ସତ୍ୟକୁ ଏପରି କୁହାଯାଇଛି ଯେପରି ଏହା ଏକ ଉଦେଶ୍ବ ଥିଲା ଯାହା ବିଶ୍ବାସୀମାନଙ୍କ ମଧ୍ୟରେ ଥିଲା । ଅନ୍ୟ ଏକ ଅନୁବାଦରେ: “ସେ ବିଶ୍ବାସ କରେ ନାହିଁ ଯାହା ଈଶ୍ବର କହନ୍ତି ତାହା ସତ୍ୟ ଅଟେ” (ଦେଖ: rc://*/ta/man/translate/figs-metaphor)