or_tn/1jn/02/02.md

4 lines
638 B
Markdown

# He is the propitiation for our sins
ଈଶ୍ବର ଆମ୍ଭମାନଙ୍କ ସହିତ କଦାପି କ୍ରୋଧିତ ନୁହନ୍ତି, କାରଣ ଯୀଶୁ ଆମ୍ଭମାନଙ୍କ ପାପ ନିମନ୍ତେ ଆପଣାର ଜୀବନକୁ ବଳିଦାନ କରିଛନ୍ତି ବା “ଯୀଶୁ କେବଳ ଏକମାତ୍ର ଯେ ନିଜେ ଆପଣା ଜୀବନକୁ ଉତ୍ସର୍ଗ କରିଛନ୍ତି । ତେଣୁ ଈଶ୍ବର ଏବେ ଆମ୍ଭମାନଙ୍କ ପାପ ନିମନ୍ତେ କ୍ରୋଧିତ ନୁହନ୍ତି”