or_tn/1jn/01/09.md

796 B

to forgive us our sins and cleanse us from all unrighteousness

ଏହି ଦୁଇଟି ବାକ୍ୟାଂଶର ଅର୍ଥ ସାମନ ଅର୍ଥକୁ ପ୍ରକାଶ କରେ । ଯୋହନ ସେଗୁଡିକର ଗୁରୁତ୍ବ ଦେବା ନିମନ୍ତେ ବ୍ୟବହାର କରନ୍ତି ଯାହା ଈଶ୍ବର ଆମ୍ଭମାନଙ୍କ ପାପ ନିଶ୍ଚିତରୁପେ କ୍ଷମା କରିବେ । ଅନ୍ୟ ଏକ ଅନୁବାଦରେ: “ଏବଂ ଆମ୍ଭମାନଙ୍କୁ ସମ୍ପୁର୍ଣ୍ଣଭାବେ କ୍ଷମା କରିବେ ଯାହା ଯେଉଁ ସମସ୍ତ ପାପ ଆମେମାନେ କରିଅଛୁ” (ଦେଖ: rc://*/ta/man/translate/figs-parallelism)