or_tn/1jn/01/07.md

1.3 KiB

walk in the light as he is in the light

ଏଠାରେ “ଚାଲିବା” ଏକ ରୂପକ ଅଟେ କାରଣ ଜଣେ ବ୍ୟକ୍ତି କିପରି ବାସ କରେ କିମ୍ବା ଆଚରଣ କରେ । ଏଠାରେ “ଆଲୋକ” ଶଦ୍ଦ “ଉତ୍ତମତା” ଅବା “ଧାର୍ମିକତା” ଅର୍ଥକୁ ପ୍ରକାଶ କରିବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଯାହା ଉତ୍ତମ ଅଟେ ତାହା କର ଯେପରି ଈଶ୍ବର ସର୍ମ୍ପୁର୍ଣ୍ଣ ରୂପେ ଉତ୍ତମ ଅଟନ୍ତି” ଅବା “ଯାହା ଉପଯୁକ୍ତ ଅଟେ ତାହା କର ଯେପରି ଈଶର ସର୍ମ୍ପୁର୍ଣ୍ଣ ରୂପେ ଧାର୍ମିକ ଅଟନ୍ତି” (ଦେଖ:rc://*/ta/man/translate/figs-metaphor)

the blood of Jesus

ଏହା ଯୀଶୁଙ୍କ ମୃତ୍ୟୁକୁ ଦର୍ଶାଏ । (ଦେଖ: rc://*/ta/man/translate/figs-metonymy)

Son

ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ, ଈଶ୍ବରଙ୍କ ପୁତ୍ର (ଦେଖ:rc://*/ta/man/translate/guidelines-sonofgodprinciples)