or_tn/1jn/01/06.md

538 B

walk in darkness

ଏଠାରେ “ଚାଲିବା” ଏକ ରୂପକ ଅଟେ କାରଣ ଜଣେ ବ୍ୟକ୍ତି କିପରି ବାସ କରେ କିମ୍ବା ଆଚରଣ କରେ । ଏଠାରେ “ଅନ୍ଧକାର” “ମନ୍ଦ” ଶଦ୍ଦ ପ୍ରକାଶ କରିବା ନିମନ୍ତେ ଏକ ରୂପକ ଅଟେ । ଅନ୍ୟ ଏକ ଅନୁବାଦରେ: “ଯାହା ମନ୍ଦ ତାହା କର” (ଦେଖ: rc://*/ta/man/translate/figs-metaphor)