or_tn/1jn/01/05.md

2.4 KiB

General Information:

ଏଠାରେ “ଆମ୍ଭେମାନେ” ଏବଂ “ଆମ୍ଭମାନଙ୍କୁ” ଶବ୍ଦ ସମସ୍ତ ବିଶ୍ବାସୀମାନଙ୍କୁ ସୂଚିତ କରେ, ସେହି ଲୋକମାନେ ଅନ୍ତର୍ଭକ୍ତ ଯେଉଁମାନଙ୍କ ନିକଟକୁ ଯୋହନ ଲେଖୁଥିଲେ । ଅନ୍ୟଥା ଉଦ୍ଧୃତ କରାଯାଇଛି, ଏହା ଏହି ପୁସ୍ତକର ସ୍ଣରଣ କରାଇବା ନିମନ୍ତେ ଅର୍ଥ ଅଟେ । (ଦେଖ: rc://*/ta/man/translate/figs-inclusive)

Connecting Statement:

ଏଠାରୁ ଆଗାମୀ ଅଧ୍ୟାୟ ପର୍ଯ୍ୟନ୍ତ, ଯୋହନ ସହଭାଗିତା ବିଷୟରେ ଲେଖନ୍ତି - ଈଶ୍ବର ଏବଂ ବିଶ୍ବାସୀମାନଙ୍କ ମଧ୍ୟରେ ଘନିଷ୍ଟ ସମ୍ପର୍କ ।

God is light

ଏହା ଏକ ରୂପକ ଅଟେ ଯାହାର ଅର୍ଥ ଯେ ଈଶ୍ବର ସର୍ମ୍ପୁର୍ଣ୍ଣଭାବେ ଶୁଚି ଏବଂ ପବିତ୍ର ଅଟନ୍ତି । ସଂସ୍କୃତି ଯାହା ଆଲୋକ ସହିତ ଉତ୍ତମତା ସମ୍ପର୍କିତ ଅଟେ ହୁଏତ ସେହି ରୂପକକୁ ବର୍ଣ୍ଣନା ନ କରି ଆଲୋକର କଳ୍ପନା କରିପାରେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଶୁଦ୍ଧ ଆଲୋକ ସଦୃଶ ସର୍ମ୍ପୂର୍ଣ୍ଣଭାବେ ଧାର୍ମିକ ଅଟନ୍ତି” (ଦେଖ:rc://*/ta/man/translate/figs-metonymy)

in him there is no darkness at all

ଏହା ଏକ ରୂପକ ଅଟେ ଯାହାର ଅର୍ଥ ଯେ ଈଶ୍ବର କଦାପି ପାପ କରନ୍ତି ନାହିଁ ଏବଂ ସେ କୌଣସି ପ୍ରକାରରେ ମନ୍ଦ ନୁହନ୍ତି । ଯେଉଁ ସଂସ୍କୃତି ମନ୍ଦ ସହିତ ଅନ୍ଧକାର ପ୍ରକାଶ କରେ ହୁଏତ ସେହି ରୂପକକୁ ବର୍ଣ୍ଣନା ନ କରି ଅନ୍ଧକାରକୁ ବ୍ୟାଖ୍ୟା କରେ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ଠାରେ ତିଳେ ମାତ୍ର ପାପ ନାହିଁ” (ଦେଖ୍: rc://*/ta/man/translate/figs-metaphor)