or_tn/1jn/01/02.md

1.8 KiB

the life was made known

ଏହାକୁ ସକ୍ରିୟ ରୂପରେ ଉଦ୍ଧୃତ କରାଯାଇ ପାରେ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଅନନ୍ତ ଜୀବନ ବିଷୟରେ ଆମ୍ଭମାନଙ୍କ ନିକଟରେ ପ୍ରକାଶ କଲେ” ଅବା “ଈଶ୍ବର ଆମ୍ଭମାନଙ୍କୁ ତାହାଙ୍କ ବିଷୟରେ ଜାଣିବା ନିମନ୍ତେ ସକ୍ଷମ କଲେ, ଯେ ଅନନ୍ତ ଜୀବନ ଅଟନ୍ତି” (ଦେଖ:rc://*/ta/man/translate/figs-activepassive)

we have seen it

ଆମ୍ଭେମାନେ ତାହାଙ୍କୁ ଦେଖିଅଛୁ

we bear witness to it

ଆମ୍ଭେମାନେ ତାହାଙ୍କ ବିଷୟରେ ଗାମ୍ଭିର୍ଯ୍ୟଭାବରେ ଅନ୍ୟମାନଙ୍କୁ କହୁଅଛୁ

the eternal life

ଏଠାରେ “ଅନନ୍ତ ଜୀବନ” ଶଦ୍ଦଟି ସେହି ବ୍ୟକ୍ତିଙ୍କୁ ଦର୍ଶାଏ ଯେ ସେହି ଜୀବନ ଦିଅନ୍ତି, ଯୀଶୁ । ଅନ୍ୟ ଏକ ଅନୁବାଦରେ: “ସେ ଆମ୍ଭମାନଙ୍କୁ ଅନନ୍ତ କାଳ ଜୀବିତ ରଖିବା ନିମନ୍ତେ ସକ୍ଷମ କରିଅଛନ୍ତି” (ଦେଖ:rc://*/ta/man/translate/figs-metonymy)

which was with the Father

ଯେ ପିତା ଈଶ୍ବରଙ୍କ ସହିତ ଥିଲେ

and which has been made known to us

ଏହା ଯେତେବେଳେ ସେ ପୃଥିବୀରେ ବାସ କରୁଥିଲେ । ଅନ୍ୟ ଏକ ଅନୁବାଦରେ: “ଏବଂ ସେ ଆମ୍ଭମାନଙ୍କ ମଧ୍ୟରେ ବାସ କରିବାକୁ ଆସିଲେ” (ଦେଖ:rc://*/ta/man/translate/figs-activepassive)