or_tn/1jn/01/01.md

2.9 KiB
Raw Permalink Blame History

General Information:

ପ୍ରେରିତ ଯୋହନ ବିଶ୍ବାସୀମାନଙ୍କ ନିକଟକୁ ଏହି ପତ୍ର ଲେଖିଥିଲେ । “ତୁମ୍ଭେ,” ତୁମ୍ଭର,” ଏବଂ “ତୁମ୍ଭମାନଙ୍କର” ଏହି ସମସ୍ତ ଶଦ୍ଦଗୁଡ଼ିକର ଦୃଷ୍ଟାନ୍ତ ସମସ୍ତ ବିଶ୍ବସୀମାନଙ୍କୁ ଅନ୍ତଃର୍ଭୁକ୍ତ କରେ ଏବଂ ଏହି ସମସ୍ତ ଶଦ୍ଦଗୁଡ଼ିକ ବହୁବଚନ ଅଟନ୍ତି । ଏଠାରେ “ଆମ୍ଭେମାନେ” ଏବଂ “ଆମ୍ଭମାନଙ୍କୁ” ଶବ୍ଦଟି ଯୋହନ ଏବଂ ଯେଉଁମାନେ ଯୀଶୁଙ୍କ ସହିତ ଥିଲେ ସେହି ଲୋକମାନଙ୍କୁ ସୂଚିତ କରେ । ୧- ପଦରେ ଅନେକ ସର୍ବନାମକୁ ବ୍ୟବହାର କରାଯାଇଅଛି ଯଥା “ତାହା”, “କେଉଁଟା”, ଏବଂ “ଏହା” । ସେଗୁଡିକ “ଜୀବନର ବାକ୍ୟ” ଏବଂ “ଅନନ୍ତ ଜୀବନ” କୁ ସୂଚିତ କରନ୍ତି । କିନ୍ତୁ, ଯେହେତୁ ଏହି ସମସ୍ତ ଯୀଶୁଙ୍କ ନାମ ସମୁହ ନିମନ୍ତେ ଅଟନ୍ତି, ତେଣୁ ତୁମ୍ଭେମାନେ ସର୍ବନାମକୁ ବ୍ୟବହାର କରିପାରିବ ଯାହା ଜଣେ ବ୍ୟକ୍ତିଙ୍କୁ ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଏ ଯଥା “କିଏ,” କାହାକୁ,” ଏବଂ “ସେ” (ଦେଖ: [[rc:///ta/man/translate/figs-you]] ଏବଂ [[rc:///ta/man/translate/figs-exclusive]] ଏବଂ rc://*/ta/man/translate/figs-pronouns)

which we have heard

ଯାହା ଆମ୍ଭେମାନେ ତାହାଙ୍କୁ ଶିକ୍ଷା ଦେବାର ଶୁଣିଅଛୁ

which we have seen ... we have looked at

ଏହା ଗୁରୁତ୍ବ ଦେବା ନିମନ୍ତେ ପୁନରାବୃତ୍ତି କରାଯାଇଛି । ଅନ୍ୟ ଏକ ଅନୁବାଦରେ: “ଯାହା ଆମ୍ଭେମାନେ ନିଜେ ଦେଖିଅଛୁ” (ଦେଖ:rc://*/ta/man/translate/figs-parallelism)

the Word of life

ଯୀଶୁ, ଯେ ଲୋକମାନଙ୍କୁ ଅନନ୍ତ କାଳ ଜୀବିତ ରଖିବାର କାରଣ ହୁଅନ୍ତି

life

ଏହି ପତ୍ରର ସମସ୍ତ ଭାଗରେ “ଜୀବନ” ଶବ୍ଦଟି ଶାରୀରିକ ଜୀବନ ଅପେକ୍ଷା ଅନେକ କିଛି ସୂଚିତ କରେ । ଏଠାରେ “ଜୀବନ” ଆତ୍ମିକ ଭାବରେ ଜୀବିତ ହେବାକୁ ସୂଚିତ କରେ । (ଦେଖ: rc://*/ta/man/translate/figs-metonymy)