or_tn/1co/16/09.md

553 B

a wide door has opened

ସୁସମାଚାର ଦ୍ବାରା ଲୋକମାନଙ୍କୁ ଲାଭ କରିବା ପାଇଁ ଇଶ୍ବର ତାହାଙ୍କୁ ଯେଉଁ ସୁଯୋଗ ଦେଇଛନ୍ତି ସେ ବିଷୟରେ ପାଉଲ କହନ୍ତି ଯେ ତାହା ଯେମିତି ଗୋଟିଏ ଦ୍ବାର ଯାହା ସେ ପ୍ରବେଶ କରିବା ନିମନ୍ତେ ଇଶ୍ବର ଖୋଲି ଦେଇଛନ୍ତି । (ଦେଖ:rc://*/ta/man/translate/figs-metaphor)