or_tn/1co/15/50.md

2.7 KiB
Raw Permalink Blame History

Connecting Statement:

ସେମାନେ ଏହା ଅନୁଭବ କରି ପାରନ୍ତୁ ବୋଲି ପାଉଲ ଚାହୁଁଛନ୍ତି ଯେ କେତେକ ବିଶ୍ବାସୀ ଶାରୀରିକ ଭାବରେ ମରିବେ ନାହିଁ, କିନ୍ତୁ ଖ୍ରୀଷ୍ଟଙ୍କ ବିଜୟ ମାଧ୍ୟମରେ ଏକ ପୁନର୍ଜୀବିତ ଶରୀର ପ୍ରାପ୍ତ ହେବେ ।

flesh and blood cannot inherit the kingdom of God. Neither does what is perishable inherit what is imperishable

ସାମ୍ଭାବ୍ୟ ଶବ୍ଦଗୁଡିକ ୧) ଦୁଇଟିଯାକ ବାକ୍ୟର ସମାନ ଅର୍ଥ ରହିଛି । ବିକଳ୍ପ ଅନୁବାଦ: “ମନୁଷ୍ୟମାନେ ନିଶ୍ଚିତ ଭାବରେ ମରିବେ, ସେମାନେ ପରମେଶ୍ବରଙ୍କ ଚିରସ୍ଥାୟୀ ରାଜ୍ୟର ଅଧିକାରୀ ହୋଇ ପାରିବେ ନାହିଁ” ବା ) ଦ୍ବିତୀୟ ବାକ୍ୟ ପ୍ରଥମ ବାକ୍ୟରେ ଆରମ୍ଭ କରାଯାଇଥିବା ଚିନ୍ତାଧାରାକୁ ସମାପ୍ତ କରେ । ବିକଳ୍ପ ଅନୁବାଦ: “ଦୁର୍ବଳ ମନୁଷ୍ୟ ଇଶ୍ବରଙ୍କ ରାଜ୍ୟର ଅଧିକାରୀ ହୋଇ ପାରିବେ ନାହିଁ । ପୁଣି ଯେଉଁମାନେ ନିଶ୍ଚିତ ଭାବରେ ମରିବେ ସେମାନେ ମଧ୍ୟ ସେହି ଚିରସ୍ଥାୟୀ ରାଜ୍ୟର ଅଧିକାରୀ ହୋଇ ପାରିବେ ନାହିଁ” (ଦେଖ:rc://*/ta/man/translate/figs-parallelism)

flesh and blood

ଯେଉଁମାନେ ମର ଶରୀର ଧାରଣ କରନ୍ତି । (ଦେଖ:[[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-metonymy]])

inherit

ବିଶ୍ବାସୀମାନଙ୍କ ନିମନ୍ତେ ଇଶ୍ବର ଯାହା ପ୍ରତିଜ୍ଞା କରିଥିଲେ ତାହା ପ୍ରାପ୍ତ ହେବା ବିଷୟରେ କୁହାଯାଇଛି ଯେ ସତେ ଯେମିତି ପରିବାରର କୌଣସି ସଦସ୍ୟଠାରୁ ସେ ଧନ ଓ ସମ୍ପତ୍ତି ପ୍ରାପ୍ତ କରୁଛନ୍ତି । (ଦେଖ:rc://*/ta/man/translate/figs-metaphor)

is perishable ... is imperishable

କ୍ଷୟ ହୋଇପାରେ ... କ୍ଷୟ ହେବନାହିଁ । ୧କରିନ୍ଥୀୟ ୧୫:୪୨ରେ ଏହି ଶବ୍ଦଗୁଡିକ କିପରି ଅନୁବାଦ କରାଯାଇଛି ତାହା ଦେଖ ।