or_tn/1co/15/44.md

1.3 KiB

It is sown ... it is raised

ଲେଖକ ଜଣେ ବ୍ୟକ୍ତିର ଶରୀରକୁ ସମାଧିସ୍ଥ କରିବା ବିଷୟରେ କହନ୍ତି ଯେ ସତେ ଯେମିତି ତାହା ମାଟିତଳେ ପୋତା ଯାଇଥିବା ଗୋଟିଏ ବୀଜ ଅଟେ । ପୁଣି ସେ ଜଣେ ବ୍ୟକ୍ତିର ଶରୀରକୁ ମୃତମାନଙ୍କ ମଧ୍ୟରୁ ଉଠାଇବା ବିଷୟରେ କହୁଛନ୍ତି ସତେ ଯେମିତି ତାହା ସେହି ବୀଜରୁ ବାହାରିଥିବା ଗୋଟିଏ ଚାରା ଅଟେ । ନିଷ୍କ୍ରିୟ କ୍ରିୟାଗୁଡିକୁ କ୍ରିୟାବାଚ୍ୟ ଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ଏହା ମାଟିତଳକୁ ଯାଇଥାଏ ... ଏହା ମାଟିତଳୁ ବାହାରି ଆସେ” ବା ଲୋକମାନେ ଏହାକୁ ପୋତି ଦେଇଥାନ୍ତି ... ଇଶ୍ବର ଏହାକୁ ଉଠାଇ ଥାନ୍ତି” (ଦେଖ: [[rc:///ta/man/translate/figs-idiom]] ଏବଂ [[rc:///ta/man/translate/figs-metaphor]] ଏବଂ rc://*/ta/man/translate/figs-activepassive)