or_tn/1co/15/40.md

942 B
Raw Permalink Blame History

heavenly bodies

ସାମ୍ଭାବ୍ୟ ଶବ୍ଦଗୁଡିକ ୧)ସୂର୍ଯ୍ୟ, ଚନ୍ଦ୍ର, ତାରାଗୁଡିକ ଏବଂ ଆକାଶରେ ଦୃଶ୍ୟମାନ ହେଉଥିବା ଅନ୍ୟ ଆଲୋକଗୁଡିକ ବା )ଆକାଶସ୍ଥ ଶରୀର, ଯେମିତି ସ୍ବର୍ଗଦୂତ ଏବଂ ଅନ୍ୟ ଆଲୌକିକ ଶରୀର ।

earthly bodies

ଏହା ମନୁଷ୍ୟକୁ ସୂଚିତ କରେ

the glory of the heavenly body is one kind and the glory of the earthly is another

ଆକାଶସ୍ଥ ଶରୀରର ତେଜ ମାନବ ଶରୀରର ତେଜଠାରୁ ଅଲଗା ଅଟେ

glory

ଏଠାରେ “ତେଜ” ମାନବ ଚକ୍ଷୁରେ ଦୃଷ୍ଟ ଆକାଶସ୍ଥ ବସ୍ତୁଗୁଡିକର ତେଜର ଆପେକ୍ଷିକ ତେଜକୁ ସୂଚିତ କରେ ।