or_tn/1co/15/23.md

677 B

who is the firstfruits

ଏଠାରେ ""ପ୍ରଥମଫଳ"" ଏକ ରୂପକ ଅଟେ, ଯହିଁରେ ଖ୍ରୀଷ୍ଟଙ୍କୁ ଫସଲର ପ୍ରଥମଫଳ ରୂପେ ତୁଳନା କରାଯାଇଛି, ଯାହା ପରେ ଅନ୍ୟ ଫସଲସବୁ ଆସିଥାଏ । ଖ୍ରୀଷ୍ଟ ପ୍ରଥମ ବ୍ୟକ୍ତି ଥିଲେ ଯିଏ ମୃତମାନଙ୍କ ମଧ୍ୟରୁ ଉଠିଅଛନ୍ତି । ବିକଳ୍ପ ଅନୁବାଦ: ""ଯିଏକି ଫସଲର ପ୍ରଥମ ଅଂଶ ସ୍ବରୁପ ଅଟନ୍ତି"" (ଦେଖ:rc://*/ta/man/translate/figs-abstractnouns)