or_tn/1co/15/15.md

1.0 KiB

Connecting Statement:

ପାଉଲ ସେମାନଙ୍କୁ ସୁନିଶ୍ଚିତ ହେବାକୁ ଦିଅନ୍ତି ଯେ ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉଠିଛନ୍ତି

we are found to be false witnesses about God

ପାଉଲ ଯୁକ୍ତି କରି କହନ୍ତି ଯେ ଯଦି ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉଠି ନାହାଁନ୍ତି ତାହାହେଲେ ସେମାନେ ମିଥ୍ୟା ସାକ୍ଷ୍ୟ ଦେଉଛନ୍ତି ବା ଖ୍ରୀଷ୍ଟଙ୍କର ପୁନର୍ଜୀବିତ ହେବା ବିଷୟରେ ମିଥ୍ୟା କହୁଛନ୍ତି ।

we are found to be

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: "" ପ୍ରତ୍ୟେକ ଜଣ ଅନୁଭବ କରିବ ଯେ ଆମ୍ଭେମାନେ ଅଟୁ"" (ଦେଖ:rc://*/ta/man/translate/figs-activepassive)