or_tn/1co/15/13.md

1.4 KiB

if there is no resurrection of the dead, then not even Christ has been raised

ପାଉଲ ଏକ କାଳ୍ପନିକ ଘଟଣାକୁ ବ୍ୟବହାର କରି କହିବାକୁ ଚାହାଁନ୍ତି ଯେ ମୃତମାନଙ୍କର ପୁନରୁତ୍ଥାନ ହୋଇଥାଏ । ସେ ଜାଣନ୍ତି ଯେ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ହୋଇଛି ଏବଂ ସେଥିପାଇଁ ସେ ସୁନିଶ୍ଚିତ ଅଟନ୍ତି ଯେ ପୁନରୁତ୍ଥାନ ଅଛି । ପୁନରୁତ୍ଥାନ ନାହିଁ ବୋଲି କହିବାର ଅର୍ଥ ଖ୍ରୀଷ୍ଟ ପୁନରୁତ୍ଥିତ ହୋଇନାହିଁନ୍ତି ବୋଲି କହିବା, କିନ୍ତୁ ଏହା ଭୁଲ୍ ଅଟେ କାରଣ ପାଉଲ ପୁନରୁତ୍ଥିତ ଖ୍ରୀଷ୍ଟଙ୍କୁ ଦର୍ଶନ କରିଛନ୍ତି (୧ କରିନ୍ଥୀୟ୧୫:୮) । (ଦେଖ:rc://*/ta/man/translate/figs-hypo)

not even Christ has been raised

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: ""ଇଶ୍ବର ଖ୍ରୀଷ୍ଟଙ୍କୁ ମଧ୍ୟ ଉଠାଇ ନାହାନ୍ତି"" (ଦେଖ:rc://*/ta/man/translate/figs-activepassive)