or_tn/1co/14/27.md

1022 B
Raw Permalink Blame History

and each one in turn

ଏବଂ ସେମାନେ ଜଣେ ପରେ ଜଣେ କହିବା ଉଚିତ୍ ବା “ଏବଂ ସେମାନେ ଥରକୁ ଜଣେ ବ୍ୟକ୍ତି କହିବା ଉଚିତ୍”

interpret what is said

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ସେମାନେ ଯାହା କହିଲେ ତାହା ବ୍ୟାଖ୍ୟା କର”(ଦେଖ:rc://*/ta/man/translate/figs-activepassive)

interpret

ଏହାର ଅର୍ଥ ଜଣେ ବ୍ୟକ୍ତି ଅନ୍ୟ ଭାଷାରେ ଯାହା କହିଛି ଯେଉଁ ଭାଷା ସେମାନେ ବୁଝି ପାରନ୍ତି ନାହିଁ ତାହା ଜଣାଇବା । ୧କରିନ୍ଥୀୟ :୧୩ରେ “ବ୍ୟାଖ୍ୟା” ର କିପରି ଅନୁବାଦ କରାଯାଇଛି ତାହା ଦେଖ ।