or_tn/1co/14/25.md

8 lines
1.1 KiB
Markdown

# The secrets of his heart would be revealed
ଏଠାରେ “ହୃଦୟ” ଏକ ବ୍ୟକ୍ତିର ଚିନ୍ତାର ରୂପକ ଅଟେ । ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ତାହାର ହୃଦୟର ଗୁପ୍ତ ରହସ୍ୟଗୁଡିକୁ ତାହା ନିକଟରେ ପ୍ରକାଶ କରିବେ” ବା “ସେ ତାହାର ଅନ୍ତରର ଭାବନାକୁ ଜ୍ଞାତ ହେବ” (ଦେଖ:[[rc://*/ta/man/translate/figs-metonymy]]ଏବଂ[[rc://*/ta/man/translate/figs-activepassive]])
# he would fall on his face and worship God
ଏଠାରେ ମୁହଁମାଡି ପଡିବା ଏକ ରୂଢି ଅଟେ, ଯାହାର ଅର୍ଥ ନତହେବା । ବିକଳ୍ପ ଅନୁବାଦ: “ସେ ଅବନତ ହେବ ଏବଂ ଇଶ୍ବରଙ୍କର ଆରାଧନା କରିବ” (ଦେଖ:[[rc://*/ta/man/translate/figs-idiom]])