or_tn/1co/14/22.md

825 B

Connecting Statement:

ମଣ୍ଡଳୀରେ ଆତ୍ମିକଦାନଗୁଡିକୁ ଉତ୍ତମରୂପେ ବ୍ୟବହାର କରିବା ନିମନ୍ତେ ପାଉଲ କ୍ରମାନ୍ବୟରେ ନିର୍ଦ୍ଧିଷ୍ଟ ପରାମର୍ଶ ପ୍ରଦାନ କରନ୍ତି

not for unbelievers, but for believers

ଏହାକୁ ସକରାତ୍ମକ ରୂପରେ ବ୍ୟକ୍ତ କରାଯାଇପାରିବ ଏବଂ ଅନ୍ୟ ସକରାତ୍ମକ ବାକ୍ୟ ସହିତ ଯୋଡାଯାଇପାରିବ । ବିକଳ୍ପ ଅନୁବାଦ: “କେବଳ ବିଶ୍ବାସୀମାନଙ୍କ ପାଇଁ” (ଦେଖ:[[rc:///ta/man/translate/figs-doublenegatives]] ଏବଂ[[rc:///ta/man/translate/figs-parallelism]])