or_tn/1co/14/20.md

8 lines
875 B
Markdown

# General Information:
ପାଉଲ ସେମାନଙ୍କୁ କହନ୍ତି ଯେ ଖ୍ରୀଷ୍ଟଙ୍କ ମଣ୍ଡଳୀର ଆରମ୍ଭରେ ଅନ୍ୟାନ୍ୟ ଭାଷାରେ କଥା କହିବା ଘଟଣାର ବହୁ ବର୍ଷ ପୂର୍ବରୁ ଯିଶାଇୟ ଭାବବାଦୀ ଅନ୍ୟାନ୍ୟ ଭାଷାରେ କଥା କହିବା ବିଷୟରେ ଜଣାଇଥିଲେ ।
# do not be children in your thinking
ଏଠାରେ “ପିଲାମାନେ” ଶବ୍ଦ ଆତ୍ମିକ ଅପରିପକ୍ବତାକୁ ଦର୍ଶାଇବା ନିମନ୍ତେ ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: “ପିଲାମାନଙ୍କ ପରି ଚିନ୍ତା କର ନାହିଁ” (ଦେଖ:[[rc://*/ta/man/translate/figs-metaphor]])