or_tn/1co/14/15.md

694 B

What am I to do?

ପାଉଲ ତାଙ୍କର ନିଷ୍କର୍ଶର ପରିଚୟ ଦେଉଛନ୍ତି । ବିକଳ୍ପ ଅନୁବାଦ: “ମୁଁ ଏହିପରି କରିବି ।” (ଦେଖ:rc://*/ta/man/translate/figs-rquestion)

pray with my spirit ... pray with my mind ... sing with my spirit ... sing with my mind

ପ୍ରାର୍ଥନା ଏବଂ ଗୀତ ଏପରି ଭାଷାରେ ହେବା ଉଚିତ୍ ଯେଉଁ ଭାଷା ସେଠାରେ ଉପସ୍ଥିତ ଲୋକ ବୁଝି ପାରୁଥିବେ ।

with my mind

ମୁଁ ବୁଝି ପାରୁଥିବା ବାକ୍ୟ ଦ୍ବାରା