or_tn/1co/14/12.md

1.1 KiB

the manifestations of the Spirit

ଏପରି କାର୍ଯ୍ୟ କରିବା ପାଇଁ ସକ୍ଷମ ହେବା ଯହିଁରୁ ଜଣା ପଡିବ ଯେ ଆତ୍ମା ତୁମ୍ଭମାନଙ୍କୁ ନିୟନ୍ତ୍ରଣ କରନ୍ତି

try to excel in the gifts that build up the church

ପାଉଲ ମଣ୍ଡଳୀ ବିଷୟରେ କହନ୍ତି ସତେ ଯେମିତି ଏହା ଗୋଟିଏ ଗୃହ ଯାହାକୁ କେହି ଜଣେ ନିର୍ମାଣ କରିପାରିବ ଏବଂ ତାହା ମଣ୍ଡଳୀ ନିର୍ମାଣର କାର୍ଯ୍ୟ ଅଟେ ସତେ ଯେମିତି ଜଣେ ଫସଲ ସଂଗ୍ରହ କରିଥାଏ । ବିକଳ୍ପ ଅନୁବାଦ: “ଇଶ୍ବରଙ୍କ ସେବା କରିବା ନିମନ୍ତେ ଇଶ୍ବରଙ୍କ ଅଧିକ ସଂଖ୍ୟକ ଲୋକମାନଙ୍କୁ ପ୍ରସ୍ତୁତ କରିବାରେ ସକ୍ଷମ ହେବା” (ଦେଖ:rc://*/ta/man/translate/figs-metaphor)