or_tn/1co/14/07.md

972 B

they do not produce different tones

ଏହା ଭିନ୍ନ ଭିନ୍ନ ଧ୍ବନୀକୁ ସୂଚିତ କରେ ଯାହା ମିଳିତ ଭାବେ ସୁମଧୁର ଧ୍ବନୀରେ ପରିଣତ ହୋଇଥାଏ, ବଂଶୀର ଧ୍ବନୀ ଏବଂ ବୀଣାର ଧ୍ବନୀ ମଧ୍ୟରେ ଥିବା ପାର୍ଥକ୍ୟକୁ ଏହା ଦର୍ଶାଇ ନ ଥାଏ ।

how will anyone know what tune the flute or harp is playing?

ପାଉଲ ଚାହାଁନ୍ତି କରିନ୍ଥୀୟମାନେ ନିଜେ ଏହାର ଉତ୍ତର ଦିଅନ୍ତୁ । ବିକଳ୍ପ ଅନୁବାଦ: “ବଂଶୀ ବା ବୀଣା କେଉଁ ଧ୍ବନୀ ବଜାଉଛନ୍ତି ତାହା କେହି ଜାଣି ପାରିବେ ନାହିଁ ।” (ଦେଖ:rc://*/ta/man/translate/figs-rquestion)

tune

ସୁମଧୁର ସଂଗୀତ ବା ଗୀତ