or_tn/1co/14/05.md

1010 B
Raw Permalink Blame History

The one who prophesies is greater

ପାଉଲ ଜୋର୍ ଦେଉଛନ୍ତି ଯେ ଭାବବାଣୀ କରିବାର ଦାନ ପରଭାଷା କହିବାର ଦାନଠାରୁ ମହାନ ଅଟେ । ବିକଳ୍ପ ଅନୁବାଦ: “ଯେଉଁ ବ୍ୟକ୍ତି ଭାବବାଣୀ କରେ ତାହାକୁ ବୃହତ୍ତର ଦାନ ମିଳିଛି” (ଦେଖ:rc://*/ta/man/translate/figs-synecdoche)

interprets

ଏହାର ଅର୍ଥ ଜଣେ ବ୍ୟକ୍ତି ଗୋଟିଏ ଭାଷାରେ ଅନ୍ୟମାନଙ୍କୁ ଯାହା କହିଛି ତାହାକୁ ସେହି ଭାଷା ବୁଝି ପାରୁ ନ ଥିବା ଲୋକମାନଙ୍କୁ ସେ କହିଥିବା କଥାକୁ ବୁଝାଇ ଦେବା । ୧କରିନ୍ଥୀୟ :୧୩ରେ ଏହାକୁ କିପରି ଅନୁବାଦ କରାଯାଇଛି ତାହା ଦେଖ ।