or_tn/1co/13/03.md

598 B

I give my body to be burned

“ଦଗ୍ଧ କରାଯିବ” ବାକ୍ୟକୁ ସକ୍ରିୟବାକ୍ୟ କରାଯାଇପାରିବ । ବିକଳ୍ପ ଅନୁବାଦ: “ଯେଉଁମାନେ ମୋତେ ତାଡନା ଦେଇ ମୃତ୍ୟୁ ପର୍ଯ୍ୟନ୍ତ ଦଗ୍ଧ କରିବାକୁ ଚାହାନ୍ତି ସେମାନଙ୍କୁ ମୁଁ ତାହା କରିବାକୁ ଅନୁମତି ଦେଉଛି” (ଦେଖ:[[rc:///ta/man/translate/figs-activepassive]] ଏବଂ [[rc:///ta/man/translate/figs-explicit]])