or_tn/1co/12/19.md

587 B

the same member

“ସଦସ୍ୟ” ଶବ୍ଦ ଶରୀରର ଅଙ୍ଗ ପାଇଁ ଗୋଟିଏ ସାଧାରଣ ଶବ୍ଦ ଅଟେ, ଯେମିତି ମସ୍ତକ, ବାହୁ, ଓ ଆଣ୍ଠୁ । ବିକଳ୍ପ ଅନୁବାଦ: “ଶରୀରର ସମାନ ଅଙ୍ଗ”

where would the body be?

ଏହାକୁ ଏକ ଉକ୍ତି ଭାବରେ କୁହାଯାଇ ପାରିବ । ବିକଳ୍ପ ଅନୁବାଦ: “ସେଠାରେ ଶରୀର ନଥିବ” (ଦେଖ:rc://*/ta/man/translate/figs-rquestion)