or_tn/1co/12/02.md

1.5 KiB

you were led astray to idols who could not speak, in whatever ways you were led by them

ଏଠାରେ “ବିପଥଗାମୀ କରାଇବା” କିଛି ଭୁଲ କରିବାକୁ ପ୍ରରୋଚିତ କରିବାର ଏକ ରୂପକ ଅଟେ । ମୂର୍ତ୍ତିମାନଙ୍କ ନିକଟକୁ ବିପଥଗାମୀ କରାଇବାର ଅର୍ଥ ମୂର୍ତ୍ତିପୂଜା କରିବା ପାଇଁ ଭୁଲ ଭାବରେ ପ୍ରରୋଚିତ କରିବାକୁ ବୁଝାଏ । “ବିପଥଗାମୀ କରାଇଥିଲେ” ଏବଂ “ତୁମ୍ଭେମାନେ ସେମାନଙ୍କ ଦ୍ବାରା ବିପଥଗାମୀ କରାଯାଇଥିଲ” କୁ ସକ୍ରିୟ ରୂପରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “କଥା କହି ପାରୁ ନ ଥିବା ମୂର୍ତ୍ତିମାନଙ୍କର ପୂଜା କରିବା ପାଇଁ ତୁମ୍ଭେମାନେ କୌଣସି ପ୍ରକାରେ ପ୍ରରୋଚିତ ହୋଇଥିଲ"" ବା ""ତୁମ୍ଭେମାନେ କୌଣସି ପ୍ରକାରେ ମିଥ୍ୟାକୁ ବିଶ୍ବାସ କଲ ଓ କଥା କହି ପାରୁ ନ ଥିବା ମୂର୍ତ୍ତିମାନଙ୍କର ପୂଜା କରିବା ପାଇଁ ପ୍ରରୋଚିତ ହୋଇଥିଲ"" (ଦେଖ: [[rc:///ta/man/translate/figs-metaphor]] ଏବଂ [[rc:///ta/man/translate/figs-activepassive]])