or_tn/1co/11/32.md

579 B

we are judged by the Lord, we are disciplined, so that we may not be condemned

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ପ୍ରଭୁ ଆମ୍ଭମାନଙ୍କର ବିଚାର କରନ୍ତି, ସେ ଆମ୍ଭମାନଙ୍କୁ ଶୃଙ୍ଖଳିତ କରନ୍ତି, ଯେପରିକି ସେ ଆମ୍ଭମାନଙ୍କୁ ଦଣ୍ଡିତ କରିବେ ନାହି” (ଦେଖ:rc://*/ta/man/translate/figs-activepassive)