or_tn/1co/11/31.md

1.1 KiB

examine

ଜଣେ ବ୍ୟକ୍ତିର ଇଶ୍ବରଙ୍କ ସହିତ ଥିବା ସର୍ମ୍ଫକକୁ ନିରୀକ୍ଷଣ କରି ପାଉଲ କହୁଛନ୍ତି ଯେ ସେ ଯେଉଁପରି ତାହାର ଜୀବନ ଯାପନ କରୁଛି ସେଥିରୁ ଲାଗୁଛି ଯେ ସତେ ଯେମିତି ସେହି ବ୍ୟକ୍ତି ଏପରି କିଛି ବିଷୟକୁ ଦେଖୁଛି ଯାହାକୁ ସେ କିଣିବାକୁ ଚାହୁଁଛି । [୧ କରିନ୍ଥୀୟ ୧୧:୨୮] (../୧୧/୨୮.md) ରେ ଏହାକୁ କିପରି ଅନୁବାଦ କରାଯାଇଛି ତାହା ଦେଖ । (ଦେଖ:rc://*/ta/man/translate/figs-metaphor)

we will not be judged

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଇଶ୍ବର ଆମ୍ଭମାନଙ୍କର ବିଚାର କରିବେ ନାହିଁ” (ଦେଖ:rc://*/ta/man/translate/figs-activepassive)