or_tn/1co/11/30.md

1.2 KiB

weak and ill

ଏହି ଶବ୍ଦଗୁଡିକର ପ୍ରାୟ ସମାନ ଅର୍ଥ ରହିଛି ଏବଂ ସେଗୁଡିକୁ ସଂଯୁକ୍ତ କରାଯାଇପାରିବ, ଯେମିତି USTରେ କରାଯାଇଛି ।

and some of you have fallen asleep

ଶୋଇବା ଏଠାରେ ମୃତ୍ୟୁ ନିମନ୍ତେ ଏକ ଶିଷ୍ଟୋକ୍ତି ଅଟେ । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭମାନଙ୍କ ମଧ୍ୟରୁ କେତେଲୋକ ମୃତ୍ୟୁ ବରଣ କରିଛନ୍ତି” (ଦେଖ:rc://*/ta/man/translate/figs-euphemism) ।

some of you

ଯଦି ଏହା ଏପରି ମନେହୁଏ ଯେ ପାଉଲ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ସହିତ କଥୋପକଥନ କରୁଛନ୍ତି, ତେବେ ତୁମକୁ ସ୍ପଷ୍ଟ ଭାବରେ ବୁଝିବାକୁ ହେବ ଯେ ସେ ଏପରି କରୁ ନାହାନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଦଳର କିଛି ସଦସ୍ୟମାନେ” (ଦେଖ:rc://*/ta/man/translate/figs-explicit)