or_tn/1co/11/28.md

822 B

examine

ଜଣେ ବ୍ୟକ୍ତିର ଇଶ୍ବରଙ୍କ ସହିତ ଥିବା ସର୍ମ୍ଫକକୁ ନିରୀକ୍ଷଣ କରି ପାଉଲ କହୁଛନ୍ତି ଯେ ସେ ଯେଉଁପରି ତାହାର ଜୀବନ ଯାପନ କରୁଛି ସେଥିରୁ ଲାଗୁଛି ଯେ ସତେ ଯେମିତି ସେହି ବ୍ୟକ୍ତି ଏପରି କିଛି ବିଷୟକୁ ଦେଖୁଛି ଯାହାକୁ ସେ କିଣିବାକୁ ଚାହୁଁଛି । [୧ କରିନ୍ଥୀୟ ୩:୧୩] (../୦୩/୧୩.md) ରେ ""ଗୁଣବତ୍ତାର ପରୀକ୍ଷା କର"" କୁ କିପରି ଅନୁବାଦ କରାଯାଇଛି ତାହା ଦେଖ । (ଦେଖ:rc://*/ta/man/translate/figs-metaphor)