or_tn/1co/11/23.md

729 B

For I received from the Lord what I also passed on to you, that the Lord

କାରଣ ଇଶ୍ବରଙ୍କଠାରୁ ଯାହା ମୁଁ ଶୁଣିଲି ତାହା ମୁଁ ତୁମ୍ଭମାନଙ୍କୁ ଜଣାଇଲି, ଏବଂ ଏହା ଥିଲା: ପ୍ରଭୁ

on the night when he was betrayed

ଏହାକୁ କର୍ତ୍ତୃବାଚ୍ୟ ଭାବରେ କୁହାଯାଇପାରିବ । ବିକଳ୍ପ ଅନୁବାଦ: “ଯେଉଁ ରାତ୍ରିରେ ଇଷ୍କାରିୟୋତୀ ଯିହୁଦା ତାହାଙ୍କ ସହିତ ବିଶ୍ବାସଘାତ କରିଥିଲା” (ଦେଖ:rc://*/ta/man/translate/figs-activepassive)