or_tn/1co/11/19.md

2.7 KiB
Raw Permalink Blame History

For there must also be factions among you

ସାମ୍ଭାବ୍ୟ ଅର୍ଥଗୁଡିକ ୧) “ନିଶ୍ଚୟ” ଶବ୍ଦ ଏହି ସଂକେତ ଦିଏ ଯେ ଏପରି ପରିସ୍ଥିତି ଆସିବାର ପୂର୍ଣ୍ଣ ସମ୍ଭାବନା ରହିଛି । ବିକଳ୍ପ ଅନୁବାଦ: “ସମ୍ଭବତଃ ତୁମ୍ଭମାନଙ୍କ ମଧ୍ୟରେ ଦଳଭେଦ ହେବ” ବା ) ଦଳଭେଦ କରୁଥିବା ହେତୁ ସେମାନଙ୍କୁ ଲଜ୍ଜିତ କରିବା ନିମନ୍ତେ ପାଉଲ ବ୍ୟଙ୍ଗଶବ୍ଦ ବ୍ୟବହାର କରିଛନ୍ତି । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ଏପରି ଚିନ୍ତା କରୁଥିବା ପରି ଜଣାପଡୁଛ ଯେ ତୁମ୍ଭମାନଙ୍କ ମଧ୍ୟରେ ନିଶ୍ଚୟ ଦଳଭେଦ ରହିବ” ବା “କାରଣ ତୁମ୍ଭେମାନେ ଏପରି ଚିନ୍ତା କରୁଥିବା ପରି ଜଣାପଡୁଛ ଯେ ତୁମ୍ଭେମାନେ ନିଶ୍ଚୟ ପରସ୍ପରକୁ ବିଭକ୍ତ କରିବ” (ଦେଖ:rc://*/ta/man/translate/figs-irony)

factions

ଲୋକମାନଙ୍କର ପରସ୍ପର ବିରୋଧୀ ଦଳ

so that those who are approved may be recognized among you

ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଯେପରିକି ତୁମ୍ଭମାନଙ୍କ ମଧ୍ୟରେ ଅତି ସମ୍ମାନିତ ବିଶ୍ବାସୀମାନେ ଅଛନ୍ତି ବୋଲି ଲୋକମାନେ ଜାଣିବେ” ବା ) ଯେପରିକି ଲୋକମାନେ ଏହି ଅନୁମୋଦନକୁ ତୁମ୍ଭମାନଙ୍କ ମଧ୍ୟରେ ଥିବା ଅନ୍ୟମାନଙ୍କ ସମ୍ମୁଖରେ ପ୍ରଦର୍ଶନ କରିପାରିବେ ।” କରିନ୍ଥୀୟମାନେ ଯାହା ବୁଝିପାରନ୍ତୁ ବୋଲି ସେ ଚାହୁଁଥିଲେ ତହିଁର ବିପରୀତ କଥା କହି ସେମାନଙ୍କୁ ଲଜ୍ଜିତ କରିବା ନିମନ୍ତେ ପାଉଲ ହୁଏତ ବ୍ୟଙ୍ଗଶବ୍ଦ ବ୍ୟବହାର କରିଛନ୍ତି । (ଦେଖ:rc://*/ta/man/translate/figs-irony)

who are approved

ସାମ୍ଭାବ୍ୟ ଅର୍ଥଗୁଡିକ ୧) “ଯାହାଙ୍କୁ ଇଶ୍ବର ଗ୍ରହଣ କରନ୍ତି” ବା ) ଯାହାଙ୍କୁ ତୁମ୍ଭେମାନେ ଅର୍ଥାତ୍ ମଣ୍ଡଳୀ, ଗ୍ରହଣ କରନ୍ତି ।”